ନନ୍ଦନକାନନରେ ନୂଆ ଅତିଥି: ବାଘୁଣୀ ମେଘା କୋଳରେ ୩ ଶାବକ

ବାରଙ୍ଗ : ଓଡ଼ିଆ ନବବର୍ଷ ତଥା ପବିତ୍ର ମହାବିଷୁବ ସଂକ୍ରାନ୍ତିରେ ନନ୍ଦନକାନନରେ ଖେଳିଯାଇଛି ଖୁସିର ଲହରି। ରାଜ୍ୟବାସୀଙ୍କୁ ନନ୍ଦନକାନନ ଦେଇଛି ଏକ ଖୁସି ଖବର। ପ୍ରାଣୀ ଉଦ୍ୟାନର ବାଘ ଖୁଆଡ଼ରେ ମା’ ବାଘୁଣୀ ମେଘା ୩ ନୂଆ ଶାବକକୁ ଜନ୍ମ ଦେଇଛି। ଆଖି ଫିଟି ନ ଥିବା ୩ ସଦ୍ୟଜାତ ବାଘ ଶାବକ ମା’ ମେଘା କୋଳରେ ଖେଳିବା ଆରମ୍ଭ କରିଦେଇଛନ୍ତି। ଏଯାଏ ନବଜାତକମାନଙ୍କର ଲିଙ୍ଗ ଚିହ୍ନଟ ହୋଇପାରିନାହିଁ। ତେବେ … Continue reading ନନ୍ଦନକାନନରେ ନୂଆ ଅତିଥି: ବାଘୁଣୀ ମେଘା କୋଳରେ ୩ ଶାବକ